ଉକୁଟ Ukuṭa

  • ଦେ. ବି. — ବାଦ୍ୟ ସଙ୍ଗେ ବୋଲାଯିବା ସ୍ୱରବିଶେଷ —
  • ଦେ. ବି. — [କୌଣସି ବାଦ୍ୟ ଯଥା —ମୃଦଙ୍ଗ ବଜାଇବାର ତାଳକୁ ମୁହଁରେ ଅଭ୍ୟାସ କରିବାର ପଦ ବା ଶବ୍ଦ। ଭିନ୍ନ ଭିନ୍ନ ବାଦ୍ୟ
  • ଦେ. ବି. — (ଯଥା —ଘୁମୁରା, ପଖଉଜ, ମୃଦଙ୍ଗ ଆଦି)ର ଭିନ୍ନ ଭିନ୍ନ ଉକୁଟ ଅଛି।]