ଉକୁଚିବା Ukuchibā

  • ଦେ. କ୍ରି — ଲମ୍ବାଇବା; ଟାଙ୍ଗିବା; ଲଟକାଇବା — To suspend; to hang (a thing)
  • ଦେ. କ୍ରି — ଲମ୍ବିବା; ଟାଙ୍ଗିହେବା; ଲଟକିବା; ଝୁଲିବା — To be suspended; to be hanging
  • ଦେ. କ୍ରି — ଭାସିବା — To float
  • ଦେ. କ୍ରି — ଉପରକୁ ଡେଇଁବା — To spring upwards