ଉକାରଛନ୍ଦ Ukāra chhanda

  • ଦେ. ବି — ଶବ୍ଦାଳଙ୍କାରବିଶେଷ
  • ଦେ. ବି — ବୁକୁ ଦୁକୁ ଦୁକୁ ଦୁଖୁଁ ଭୁରୁ ଭୂରୁ ରୁଷୁ ଗୋଲକ —ଇନ୍ଦୁ ରେଖା।
  • ଦେ. ବି — [ଦ୍ର—ଓଡ଼ିଆ ପ୍ରଚୀନ କବିମାନେ ଏହିପରି ଇକାରଛନ୍ଦ ଆଦିରେ କବିତା ରଚନା କରିଅଛନ୍ତି।]