ଉକତ କରିବା Ukata karibā

  • ଦେ. ପଦ୍ୟ. କ୍ରି — ଉକ୍ତ କରିବା; କହିବା
  • ଦେ. ପଦ୍ୟ. କ୍ରି — ରହସ୍ୟମଞ୍ଜରୀ ନାମେ ଗୀତ, ଆଜ୍ଞା ହୋଇଲେ ମୁଁ କରିବି ଉକତ। —ପ୍ରାଚୀ, ରହସ୍ୟମଞ୍ଜରୀ।