ଉଇଣ୍ଡୋ ଡେଲିଭରି Uiṇḍo ḍelibhari

  • ବୈଦେ. ବି. (ଇଂ) — ଡାକଦ୍ୱାରା ଆସିଥିବା ଜିନିଷମାନ ଡାକଘର ଝରକା ବାଟେ ଅଧିକାରୀଙ୍କୁ ବା ତାଙ୍କର ଚାକରଙ୍କୁ ଦେବା ପ୍ରଥା