ଉଆପଖିଆ Uāpakhiā

  • ଦେ. ବିଣ — ସମ୍ପୂର୍ଣ୍ଣରୂପେ ସିଝା ହୋଇ ନ ଥିବା ଧାନରୁ ଉତ୍ପନ୍ନ (ଚାଉଳ)
  • ଦେ. ବିଣ — ଉଆପଖିଆ ସରୁ ଉରିଆ କୁଟାଇ ବାହାଙ୍ଗି ବେଠିଆରେ କଟକ ପଠାଇ ଦେଲେ —ଫକୀରମୋହନ, ଗଳ୍ପସ୍ୱଳ୍ପ।