ଉଆଁସୀ Uāñsī

  • ଦେ. ବିଣ. ସ୍ତ୍ରୀ (ସଂ. ଅମାବାସ୍ୟା) — ଅମାବାସ୍ୟାରେ ଜାତ ହୋଇଥିବା (କନ୍ୟା)
  • ଦେ. ବିଣ. ସ୍ତ୍ରୀ (ସଂ. ଅମାବାସ୍ୟା) — [ଦ୍ର —ଯେଉଁ କନ୍ୟାମାନେ ଅମାବାସ୍ୟାରେ ଜନ୍ମଗ୍ରହଣ କରନ୍ତି ସେମାନେ ଶୀଘ୍ର ବିଧବା ହୁଅନ୍ତି ଏବଂ ତାଙ୍କ ସ୍ୱାମୀମାନେ ଅଳ୍ପାୟୁଷ ହୁଅନ୍ତି ବୋଲି ହିନ୍ଦୁମାନଙ୍କର ସଂସ୍କାର ଅଛି।]
  • ଦେ. ବି. ସ୍ତ୍ରୀ — ଅମାବାସ୍ୟାରେ ଜନ୍ମିଥିବା କନ୍ୟା —