ଉଆଁସପୁନେଇ Uāñsa puneiñ

  • ଗ୍ରା. ବି. (ସହଚର) (ସଂ. ଅମାବାସ୍ୟା+ପୂର୍ଣ୍ଣିମା) — (ଲକ୍ଷଣାର୍ଥ) ପର୍ବପର୍ବାଣି
  • ଗ୍ରା. ବି. (ସହଚର) (ସଂ. ଅମାବାସ୍ୟା+ପୂର୍ଣ୍ଣିମା) — ଉଆଁସ ପୁନେଇରେ ପିଠାଟିଏ, ଛେନା ଟିକିଏ ହେଲେ ଶାରିଆ ନିଶ୍ୱାସ ପକାଏ। —ଫକୀରମୋହନ, ଛମାଣଆଠଗୁଣ୍ଠ।