ଈଶ୍ୱରଦତ୍ତ Īṡwaradatta

  • ସଂ. ବି. ( 3 ୟା ତତ୍) — ଭଗବାନ ଦେଇଥିବା — Given by God
  • ସଂ. ବି. ( 3 ୟା ତତ୍) — ପ୍ରାକୃତିକ — Natural
  • ସଂ. ବି. ( 3 ୟା ତତ୍) — ସହଜ; ଜନ୍ମଗତ — Instinctive; inborn