ଈଶିତ୍ୱ Īṡitwa
- ସଂ. ବି. (ଈଶ୍ ଧାତୁ=ଆଧିପତ୍ୟ କରିବା+ଇନ୍=ଈଶିନ୍+ଭାବ. ତ୍ୱ) — ଈଶ୍ୱରତ୍ୱ — God-head; Divinity
- ସଂ. ବି. (ଈଶ୍ ଧାତୁ=ଆଧିପତ୍ୟ କରିବା+ଇନ୍=ଈଶିନ୍+ଭାବ. ତ୍ୱ) — ସର୍ବପ୍ରାଧାନ୍ୟ — Superiority
- ସଂ. ବି. (ଈଶ୍ ଧାତୁ=ଆଧିପତ୍ୟ କରିବା+ଇନ୍=ଈଶିନ୍+ଭାବ. ତ୍ୱ) — ପ୍ରଭୁତ୍ୱ; ଆଧିପତ୍ୟ — Lordship; mastery
- ସଂ. ବି. (ଈଶ୍ ଧାତୁ=ଆଧିପତ୍ୟ କରିବା+ଇନ୍=ଈଶିନ୍+ଭାବ. ତ୍ୱ) — ଶାସନ; ରାଜ୍ୟ — Sovereignty; rule
- ସଂ. ବି. (ଈଶ୍ ଧାତୁ=ଆଧିପତ୍ୟ କରିବା+ଇନ୍=ଈଶିନ୍+ଭାବ. ତ୍ୱ) — ସାମର୍ଥ୍ୟ — Might
- ସଂ. ବି. (ଈଶ୍ ଧାତୁ=ଆଧିପତ୍ୟ କରିବା+ଇନ୍=ଈଶିନ୍+ଭାବ. ତ୍ୱ) — ଅଣିମାଦି ଅଷ୍ଟ ଐଶ୍ୱର୍ଯ୍ୟ ମଧ୍ୟରୁ ସର୍ବଭୂତର ସ୍ୱାମୀତ୍ୱରୂପ ଐଶ୍ୱର୍ଯ୍ୟ (ଈଶ୍ୱରଙ୍କ ବିଭୁତି) — One of the eight divine special attributes
- ସଂ. ବି. (ଈଶ୍ ଧାତୁ=ଆଧିପତ୍ୟ କରିବା+ଇନ୍=ଈଶିନ୍+ଭାବ. ତ୍ୱ) — [ଦ୍ର ଅଷ୍ଟୈଶ୍ୱର୍ୟ୍ୟ ଦେଖ]