ଈଶାନୁକଥା Īṡānukathā

  • ସଂ. ବି. (ଈଶ+ଅନୁକଥା) — ଉତ୍ତମ ପୁରୁଷଙ୍କ ଆଗେ ଈଶ୍ୱରକଥା ବର୍ଣ୍ଣନ
  • ସଂ. ବି. (ଈଶ+ଅନୁକଥା) — ଈଶ୍ୱର କଥା ଅନବାଦେ, ଉତ୍ତମ ପୁରୁଷଙ୍କ ମଧ୍ୟେ। "ଈଶାନୁକଥା" ଏହା କହି, ଅପରେ ଶୁଣ ମନ ଦେଇ। —ଜଗନ୍ନାଥ, ଭାଗବତ।