ଈକ୍ଷମାଣ Īkshamāṇa

  • ସଂ. ବିଣ. ପୁଂ. (ଈକ୍ଷ ଧାତୁ=ଦେଖିବା+କର୍ତ୍ତୃ. ଅନ) — ଦେଖିଥିବା — Looking at; observing
  • ସଂ. ବିଣ. ପୁଂ. (ଈକ୍ଷ ଧାତୁ=ଦେଖିବା+କର୍ତ୍ତୃ. ଅନ) — (ଈକ୍ଷମାଣା —ସ୍ତ୍ରୀ)