ଇହାମୁତ୍ର Ihāmutra
- ସଂ. ଅ. (ଇହ=ଏଠାରେ+ଅମୁତ୍ର=ସେଠାରେ; ଏଠାରେ ଓ ସେଠାରେ) — ଇହକାଳ ଓ ପରକାଳରେ; ଇହଲୋକରେ ଓ ପରଲୋକରେ — Here and hereafter; in this world and the next
- ସଂ. ଅ. (ଇହ=ଏଠାରେ+ଅମୁତ୍ର=ସେଠାରେ; ଏଠାରେ ଓ ସେଠାରେ) — ସର୍ବତ୍ର — In all places
- ସଂ. ଅ. (ଇହ=ଏଠାରେ+ଅମୁତ୍ର=ସେଠାରେ; ଏଠାରେ ଓ ସେଠାରେ) — ସର୍ବଦା — In all times
- ସଂ. ଅ. (ଇହ=ଏଠାରେ+ଅମୁତ୍ର=ସେଠାରେ; ଏଠାରେ ଓ ସେଠାରେ) — ଅନନ୍ତ କାଳଯାଏ — Ad-infinitum