ଇସ୍ଳାମୀୟ Isḻāmīya

  • ଦେ. ବିଣ. (ଆ. ଇସ୍ଳାମ୍+ସଂ. ପ୍ରତ୍ୟୟ. ଈୟ) — ମୁସଲମାନ ଧର୍ମ ସମ୍ବନ୍ଧୀୟ — Islamic
  • ଦେ. ବିଣ. (ଆ. ଇସ୍ଳାମ୍+ସଂ. ପ୍ରତ୍ୟୟ. ଈୟ) — ମୁସଲମାନଧର୍ମବିଶ୍ୱାସୀ — Faithful (in the Mahomedan religion)