ଇସ୍ତିସ୍ Istis
- ଦେ. ଅ. (ସଂ. ଇତସ୍ତତଃ) — ଏଣୁ ତେଣୁ — This and that
- ଦେ. ଅ. (ସଂ. ଇତସ୍ତତଃ) — ଦ୍ୱିଧାଭାବ — Hesitation
- ଦେ. ଅ. (ସଂ. ଇତସ୍ତତଃ) — ଦ୍ୱିଧା କଥା କହିବା — Prevarication
- ଦେ. ଅ. (ସଂ. ଇତସ୍ତତଃ) — ଯେ କୌଣସି ପଦାର୍ଥ — Any thing whatever
- ଦେ. ଅ. (ସଂ. ଇତସ୍ତତଃ) — ଏଣୁ ତେଣୁ ଗୁଡ଼ିଏ ବାଜେ ଜିନିଷ — Miscellany