ଇସ୍ତହାର Istahāra

  • ବୈଦେ. ବି (ଆ. ଇସ୍ତିହାର୍) — ଇସ୍ତିହାର (ଦେଖ)
  • ବୈଦେ. ବି (ଆ. ଇସ୍ତିହାର୍) — ମକଦ୍ଦମାର x x x ନିଲାମି ଇସ୍ତହାର ମୋ ପାଖରେ ଅଛି। —ଫକୀରମୋହନ, ଛମାଣଆଠଗୁଣ୍ଠ।