ଇସ୍ତଫାନାମା Istaphānāmā

  • ବୈଦେ. ବି. (ଆ. ଇସ୍ତେଫାନାମାହ୍) — ନିଜେ କାର୍ଯ୍ୟରୁ ଅନ୍ତର ହେବା ପାଇଁ ଦେବା ଆବେଦନପତ୍ର — Letter of resignation
  • ବୈଦେ. ବି. (ଆ. ଇସ୍ତେଫାନାମାହ୍) — ସମ୍ପତ୍ତି ଆଦିରୁ ସ୍ୱତ୍ୱ ତ୍ୟାଗ କରିବାର ନିଦର୍ଶନପତ୍ର — Deed of relinquishment