ଇଷ୍ୱାସ Ishwāsa

  • ସଂ. ବି. (ଇଷୁ=ବାଣ+ଅସ ଧାତୁ=କ୍ଷେପଣ କରିବା+କର୍ତ୍ତୃ. ଅ) — ଯେ ବାଣ ନିକ୍ଷେପ କରେ; ଶରନିକ୍ଷେପକ; ଧନୁର୍ଦ୍ଧର; କୋଦଣ୍ଡଧାରୀ—