ଇଷ୍ୱସନ Ishwasana

  • ସଂ. ବି. (ଇଷୁ=ବାଣ+ଅସ୍ ଧାତୁ=ନିକ୍ଷେପ କରିବା କରଣ. ଅନ; ଯାହାଦ୍ୱାରା ବାଣ ନିକ୍ଷେପ — କରାଯାଏ)—
  • ସଂ. ବି. (ଇଷୁ=ବାଣ+ଅସ୍ ଧାତୁ=ନିକ୍ଷେପ କରିବା କରଣ. ଅନ; ଯାହାଦ୍ୱାରା ବାଣ ନିକ୍ଷେପ — ଧନୁ; ଚାପ; କୋଦଣ୍ଡ— — Bow