ଇଷ୍ଟେସନ୍ Ishtesan

  • ଗ୍ରା. ବୈଦେ. ବି. (ଇଂ. ଷ୍ଟେସନ୍ର ଅଶୁଦ୍ଧ ଉଚ୍ଚାରଣ) — ରେଳଗାଡ଼ି ଠିଆ ହେବା ଓ ଯାତ୍ରୀମାନଙ୍କର ଚଢ଼ିବା ଓ ଓହ୍ଲାଇବାର ନିରୂପିତ ସ୍ଥାନ; ଷ୍ଟେସନ୍