ଇଷ୍ଟିମିଷ୍ଟ୍ Ishṭimishṭ

  • ଗ୍ରା. ବୈଦେ. ବି. (ଇଂ. ଏଷ୍ଟିମେଟର୍ ଅଶୁଦ୍ଧ ଉଚ୍ଚାରଣ) — କୌଣସି କାର୍ଯ୍ୟ କରିବା ପୂର୍ବରୁ ତହିଁରେ ହେବା ଆନୁମାନିକ ବ୍ୟୟର ନିର୍ଦ୍ଦେଶ; କୁତ; ଏଷ୍ଟିମେଟ୍