ଇଷ୍ଟିକାମ Ishṭikāma

  • ସଂ. ବି — ଇଚ୍ଛାନୁରୂପ କାର୍ଯ୍ୟ — Work according to one's desire
  • ସଂ. ବି — ଯଜ୍ଞକର୍ମ — Vedic sacrifice
  • ସଂ. ବି — ବିଭୀଷଣ ଯେ ପ୍ରବେଶ କର୍ମ କରିବାରେ ଶେଷ ଇଷ୍ଟିକ ମେ ସେ ମାନ୍ତ୍ରିକ ଦ୍ୱିଜ। —ଭଞ୍ଜ, ବୈଦେହୀଶବିଳାସ।