ଇଷ୍ଟାପୂର୍ତ୍ତ Ishṭāpūrtta
- ସଂ. ବି. (ଇଷ୍ଟ+ଆ=ସମ୍ୟକ୍+ପୂର ଧାତୁ=ପୂରଣ କରିବା+ତ) — ଯଜ୍ଞ; ଧର୍ମକାର୍ଯ୍ୟ — Sacrifice; any religious duty
- ସଂ. ବି. (ଇଷ୍ଟ+ଆ=ସମ୍ୟକ୍+ପୂର ଧାତୁ=ପୂରଣ କରିବା+ତ) — ସାଧାରଣ ହିତକର ଅନୁଷ୍ଠାନ (ଦେବାଳୟ ନିର୍ମାଣ; କୂପ ଖନନ ଇତ୍ୟାଦି) — Any religious work of public utility (e.g. building a temple; sinking public wells etc)