ଇଷ୍ଟଦେବ Ishṭadeba

  • ସଂ. ବି. (ଇଷ୍ଟ=ପୂଜିତ+ଦେବ) — ଗୁରୁ; ମନ୍ତ୍ରଦାତା; ଗୁରୁଦେବ — A spiritual preceptor
  • ସଂ. ବି. (ଇଷ୍ଟ=ପୂଜିତ+ଦେବ) — ନିଜର ଉପାସ୍ୟ ଦେବତା — One's tetulary Deity
  • ସଂ. ବି. (ଇଷ୍ଟ=ପୂଜିତ+ଦେବ) — ନିଜର କୁଳ ଦେବତା — One's family Deity