ଇଷ୍ଟଗନ୍ଧ Ishṭagandha
- ସଂ. ବିଣ. (ବହୁବ୍ରୀହି; ଇଷ୍ଟ=ପ୍ରିୟ; ପ୍ରଶଂସିତ+ଗନ୍ଧ) — ସ୍ୱଗନ୍ଧବିଶିଷ୍ଟ — Sweet-scented
- ସଂ. ବିଣ. (ବହୁବ୍ରୀହି; ଇଷ୍ଟ=ପ୍ରିୟ; ପ୍ରଶଂସିତ+ଗନ୍ଧ) — ବି (କର୍ମଧା)—
- ସଂ. ବିଣ. (ବହୁବ୍ରୀହି; ଇଷ୍ଟ=ପ୍ରିୟ; ପ୍ରଶଂସିତ+ଗନ୍ଧ) — ସୁବାସ — Sweet scent
- ସଂ. ବିଣ. (ବହୁବ୍ରୀହି; ଇଷ୍ଟ=ପ୍ରିୟ; ପ୍ରଶଂସିତ+ଗନ୍ଧ) — (ବହୁବ୍ରୀହି) ବାଳୁକା — Sand