ଇଷ୍ଟକାଳୟ Ishṭakāḻaya

  • ସଂ. ବି. (ମଧ୍ୟପଦଲୋପୀ; ଇଷ୍ଟକ+ଆଳୟ) — ଇଟା ଘର; କୋଠା
  • ସଂ. ବି. (ମଧ୍ୟପଦଲୋପୀ; ଇଷ୍ଟକ+ଆଳୟ) — [ଦ୍ର — ଏହା ଶୀତ ଦିନରେ ଗରମ ଓ ଖରା ଦିନରେ ଥଣ୍ଡା ଲାଗେ ବୋଲି ଚାଣକ୍ୟ ଲେଖି ଅଛନ୍ତି।]