ଇଶାଣରେ ଚାଉଳ ପକାଇବା (ଅମୁକର) Iṡāṇare chāuḻa pakāibā
- ଗ୍ରା. କ୍ରି (ପ୍ରଜାପତିଙ୍କ ନିର୍ବନ୍ଧ ଅନୁସାରେ ପୁରୁଷକୁ ବିବାହିତ — ହୋଇ ତାର ପାକଶାଳାରେ ଭୋଜନ କରିବା)—
- ଗ୍ରା. କ୍ରି (ପ୍ରଜାପତିଙ୍କ ନିର୍ବନ୍ଧ ଅନୁସାରେ ପୁରୁଷକୁ ବିବାହିତ — କୌଣସି ପୁରୁଷସହିତ (କୌଣସି ବାଳିକା) ବିବାହିତା ହେବା
- ଗ୍ରା. କ୍ରି (ପ୍ରଜାପତିଙ୍କ ନିର୍ବନ୍ଧ ଅନୁସାରେ ପୁରୁଷକୁ ବିବାହିତ — (ଯଥା — ଏ ବାଳିକାଟି ଅମୁକର ଇଶାଣରେ ଚାଉଳ ପକାଇଛି; ଅର୍ଥାତ୍ ସେ ନିଶ୍ଚେ ପ୍ରଜାପତିଙ୍କ ଘଟସୂତ୍ର ଅନୁସାରେ ଉକ୍ତ ପୁରୁଷକୁ ବିବାହ କରିବ।) — To marry a male
- ଗ୍ରା. କ୍ରି (ପ୍ରଜାପତିଙ୍କ ନିର୍ବନ୍ଧ ଅନୁସାରେ ପୁରୁଷକୁ ବିବାହିତ — (ଯଥା — ଏ ବାଳିକାଟି ଅମୁକର ଇଶାଣରେ ଚାଉଳ ପକାଇଛି; ଅର୍ଥାତ୍ ସେ ନିଶ୍ଚେ ପ୍ରଜାପତିଙ୍କ ଘଟସୂତ୍ର ଅନୁସାରେ ଉକ୍ତ ପୁରୁଷକୁ ବିବାହ କରିବ।)