ଇଲ୍ଲିଶି Illiṣi

  • ଦେ. ବି. (ସଂ. ଇଲ୍ଲୀଶ; ଇଲୀଶ) — ଏକଜାତୀୟ ସୁସ୍ୱାଦୁ ମାଛ
  • ଦେ. ବି. (ସଂ. ଇଲ୍ଲୀଶ; ଇଲୀଶ) — [ଦ୍ର — ଏହା ସାମୁଦ୍ରିକ କିନ୍ତୁ ଛୁଆ ଦେବା ନିମନ୍ତେ ନଈବଢ଼ି ସମୟରେ ନଈକୁ ଉଠି ଆସନ୍ତି। ଏହାର ପେଟତଳ ଛୁରୀପରି ଦାଢୁଆ।]