ଇଲାକା ତୁଟେଇବା Ilākā tuṭeibā

  • ଦେ. କ୍ରି — ପୃଥକ କରିଦେବା; ସମ୍ପର୍କ ତୁଟାଇ ଦେବା — To separate; to cut off connection
  • ଦେ. କ୍ରି — ସ୍ତ୍ରୀକୁ ତଲାକ୍ ଦେବା; ଛାଡପତ୍ର ଦେବା — To divorce (a wife)
  • ଦେ. କ୍ରି — ହିସାବ ନିକାସ କରିଦେବା; ଅଡୁଆ ଛିଣ୍ଡାଇବା; ବିବାଦ ମୀମାଂସା କରିବା — To settle accounts with; to settle a long-standing dispute