ଇଲମ୍ଦାର୍ Ilamdār

  • ବୈଦେ. ବିଣ (ଆ) — ବିଦ୍ୱାନ; ପଣ୍ଡିତ
  • ବୈଦେ. ବିଣ (ଆ) — ପୁଅକୁ ଲାଏକ ଏବଂ ଇଲମ୍ଦାର କରିବା ସକାଶେ ଦାରୋଗା ସାହେବଙ୍କର କିଛିମାତ୍ର ଗଫଲିୟତି ନ ଥିଲା। —ଫକୀରମୋହନ, ଛମାଣଆଠଗୁଣ୍ଠ।