ଇଲମ୍ ହାସଲ କରିବା Ilam hāsala karibā

  • ଦେ. କ୍ରି — କୌଣସି ବିଦ୍ୟାକୁ ଆୟତ୍ତ କରିବା — To learn (an art)
  • ଦେ. କ୍ରି — ବିଦ୍ୟାଲାଭ କରିବା — To acquire learning
  • ଦେ. କ୍ରି — ମେରିଦିଲୁ ତ ଇଲମହାସଲ କରି ନେଇଛି —ଫକୀରମୋହନ, ଛମାଣଆଠଗୁଣ୍ଠ।