ଇରାବାନ Irābān

  • ଦେ. ବି. (ସଂ. ଇରାବାନ୍) — ନାଗରାଜ ଐରାବତଙ୍କର ହତସ୍ୱାମିକା କନ୍ୟା ଉଲୁପୀଙ୍କ ଗର୍ଭରୁ ଅର୍ଜୁନଙ୍କ ଔରସରେ ଜାତ ପୁତ୍ରଙ୍କର ନାମ
  • ଦେ. ବି. (ସଂ. ଇରାବାନ୍) — ଅର୍ଜୁନ ନାଗକନ୍ୟା ଉଲୁପୀ ଆଡ଼ରେ, କଲେକ ପୁତ୍ର ଇରାବାନ ସେ ନାମରେ। —କୃଷ୍ଣସିଂହ ମହାଭାରତ, ଆଦି.।