ଇରାନ୍ Irān

  • ବୈଦେ. ବି (ଫା. ନାମ) — ପାରସ୍ୟ ଦେଶ
  • ବୈଦେ. ବି (ଫା. ନାମ) — [ଦ୍ର — ପ୍ରତ୍ନତତ୍ୱବିତ୍ ପଣ୍ଡିତମାନେ କହନ୍ତି ଯେ ପ୍ରାଚୀନ ଉତ୍ତର କୁରୁଦେଶ ଆଧୁନିକ ଇରାନ୍ ଅଟେ।]