ଇରିଷା Irishā

  • ଗ୍ରା. ପଦ୍ୟ. ବି (ସଂ. ଈର୍ଷା ଶବ୍ଦରୁ) — ଈର୍ଷା; ଦ୍ୱେଷ
  • ଗ୍ରା. ପଦ୍ୟ. ବି (ସଂ. ଈର୍ଷା ଶବ୍ଦରୁ) — ଯେଉଁ ଲୋକ ଲୋକକୁ ନ କରେ ଇରିଷା। —କୃଷ୍ଣସିଂହ ମହାଭାରତ, ଉଦ୍ଯୋଗ।