ଇରମ୍ମଦ Irammada
- ସଂ. ବି. (ଇରା=ଜଳ; ମେଘ+ମଦ୍ ଧାତୁ=ଖେଳିବା+ କର୍ତ୍ତୃ. ଅ; ଯେ ମେଘରେ ଖେଳେ) — ବଜ୍ରାଗ୍ନି — Flash of lightning
- ସଂ. ବି. (ଇରା=ଜଳ; ମେଘ+ମଦ୍ ଧାତୁ=ଖେଳିବା+ କର୍ତ୍ତୃ. ଅ; ଯେ ମେଘରେ ଖେଳେ) — ବଡ଼ବାଗ୍ନି — submarine fire
- ସଂ. ବି. (ଇରା=ଜଳ; ମେଘ+ମଦ୍ ଧାତୁ=ଖେଳିବା+ କର୍ତ୍ତୃ. ଅ; ଯେ ମେଘରେ ଖେଳେ) — ହସ୍ତୀ — Elephant