ଇରବେଲ୍ଲିକା Irabellikā

  • ସଂ. ବି (ତୁଳ. ଇଂ. ଏରିସିପିଲାସ୍) — ମୁଖବ୍ରଣ, ବରୁଣ (ଯେଉଁ ବ୍ରଣଯୋଗୁ ସମୟ ସମୟରେ ମୁହଁ ଫୁଲି ଯାଇ ପ୍ରାଣନାଶ ଘଟିଥାଏ)