ଇମାର ହାଣ୍ଡି Imāra hāṅḋi

  • ପ୍ରାଦେ. (ପୁରୀ) ବି. (ଏ ହାଣ୍ଡିରେ ପୂର୍ବେ ଇମାର ମଠର ଅନ୍ନ ରହୁଥିବାରୁ) — ଦୁଇ ସେର ଚାଉଳର ଅନ୍ନ ମହାପ୍ରସାଦ ସମ୍ଭାଇବାଭଳି ହାଣ୍ଡି