ଇନ୍ସୁଓର୍ Insuor

  • ବୈଦେ. ବି (ଇଂ. ଇନ୍ସୁଅର୍) — ଜୀବନବୀମା — Life insurance
  • ବୈଦେ. ବି (ଇଂ. ଇନ୍ସୁଅର୍) — ନିରାପଦରେ ଡାକଦ୍ୱାରା ଧନାଦି ଅଭିପ୍ରେତ ବ୍ୟକ୍ତି ନିକଟରେ ପହଞ୍ଚିବାର ବ୍ୟବସ୍ଥା — Postal insurance
  • ବୈଦେ. ବିଣ — ଡାକରେ ଇନ୍ସିଓର କରା ଯାଇଥିବା — Insured (postal article)
  • ବୈଦେ. ବିଣ — ଜୀବନବୀମା କରାଯାଇଥିବା — Insured (life)