ଇନ୍ଦ୍ରି Indri
- ଗ୍ରା. ପଦ୍ୟ. ବି. (ସଂ. ଇନ୍ଦ୍ରିୟ) — ଇନ୍ଦ୍ରିୟ — Organs of sense
- ଗ୍ରା. ପଦ୍ୟ. ବି. (ସଂ. ଇନ୍ଦ୍ରିୟ) — କାମଦି ଇନ୍ଦ୍ରି ଗଣେ ଡରି, ଶରୀରେ ଥାନ୍ତି ଅପସରି। —ଯଶୋବନ୍ତ, ପ୍ରେମଭକ୍ତିବ୍ରହ୍ମଗୀତା।
- ଗ୍ରା. ପଦ୍ୟ. ବି. (ସଂ. ଇନ୍ଦ୍ରିୟ) — ଲିଙ୍ଗ — Male organ; penis
- ଗ୍ରା. ପଦ୍ୟ. ବି. (ସଂ. ଇନ୍ଦ୍ରିୟ) — ଚରଣ ଚଳାଇ ଇନ୍ଦ୍ର ମୈଥୁନ, କରି କରାଉ ଥାଇ କର୍ମମାନ। —ପ୍ରାଚୀ, ପରଚେଗୀତା।