ଇନ୍ଦ୍ରିୟ Indriya

  • ସଂ. ବି. (ଇନ୍ଦ୍ର=ସ୍ୱୟଂ; ଆତ୍ମା+ଇୟ; ମନୁଷ୍ୟ ନିଜେ ଯାହା ଉପରେ ପ୍ରଭୁତ୍ୱ କରେ) — ଯାହା ଦ୍ୱାରା ମନୁଷ୍ୟମନରେ ପଦାର୍ଥ ବା ବାହ୍ୟିକ ବିଷୟର ଜ୍ଞାନ ଜନ୍ମେ; ଯାହାଦ୍ୱାରା ମନୁଷ୍ୟ କାର୍ଯ୍ୟ କରେ — Organ of sense or action
  • ସଂ. ବି. (ଇନ୍ଦ୍ର=ସ୍ୱୟଂ; ଆତ୍ମା+ଇୟ; ମନୁଷ୍ୟ ନିଜେ ଯାହା ଉପରେ ପ୍ରଭୁତ୍ୱ କରେ) — [ଦ୍ର — ହିନ୍ଦୁଶାସ୍ତ୍ର ମତେ ଇନ୍ଦ୍ରିୟ 14 ଗୋଟି। ଯଥା— ପାଞ୍ଚଗୋଟି ଜ୍ଞାନେନ୍ଦ୍ରିୟ — 1 ଚକ୍ଷୁ, 2 କର୍ଣ୍ଣ, 3 ନାସିକା; 4 ଜିହ୍ୱା ଓ 5 ତ୍ୱକ। ପାଞ୍ଚଗୋଟି କର୍ମେନ୍ଦ୍ରିୟ 6 ହାତ, 7 ଗୋଡ଼, 8 ବାକ୍ୟ, 9 ଗୁହ୍ୟଦ୍ୱାର ଓ 10 ଉପସ୍ଥ। ଚାରିଗୋଟି ଅନ୍ତରେନ୍ଦ୍ରିୟ 11 ମନ, 12 ବୁଦ୍ଧି, 13 ଅହଙ୍କାର ଓ 14 ଚିତ୍ତ।] — [ଦ୍ର — ହିନ୍ଦୁଶାସ୍ତ୍ର ମତେ ଇନ୍ଦ୍ରିୟ14ଗୋଟି ଯଥା— ପାଞ୍ଚଗୋଟି ଜ୍ଞାନେନ୍ଦ୍ରିୟ —1ଚକ୍ଷୁ,2କର୍ଣ୍ଣ,3ନାସିକା;4ଜିହ୍ୱା ଓ5ତ୍ୱକ ପାଞ୍ଚଗୋଟି କର୍ମେନ୍ଦ୍ରିୟ6ହାତ,7ଗୋଡ଼,8ବାକ୍ୟ,9ଗୁହ୍ୟଦ୍ୱାର ଓ10ଉପସ୍ଥ ଚାରିଗୋଟି ଅନ୍ତରେନ୍ଦ୍ରିୟ11ମନ,12ବୁଦ୍ଧି,13ଅହଙ୍କାର ଓ14ଚିତ୍ତ]
  • ସଂ. ବି. (ଇନ୍ଦ୍ର=ସ୍ୱୟଂ; ଆତ୍ମା+ଇୟ; ମନୁଷ୍ୟ ନିଜେ ଯାହା ଉପରେ ପ୍ରଭୁତ୍ୱ କରେ) — ଶୁକ୍ର ବା ବୀର୍ଯ୍ୟ; ବୀଜ — Semen
  • ସଂ. ବିଣ — ଇନ୍ଦ୍ରିୟସମ୍ବନ୍ଧୀୟ