ଇନ୍ଦ୍ରିୟବୃତ୍ତି Indriyabṛutti

  • ସଂ. ବି. (୬ଷ୍ଠୀ ତତ୍; ଇନ୍ଦ୍ରିୟ+ବୃତ୍ତି) — ଇନ୍ଦ୍ରିୟମାନଙ୍କ ପ୍ରବୃତ୍ତି; ଭୋଗ କରିବାର ଅଭିଳାସ