ଇନ୍ଦ୍ରିୟନିଗ୍ରହ Indriyanigraha

  • ସଂ. ବି. (୬ଷ୍ଠୀ ତତ୍; ଇନ୍ଦ୍ରିୟ+ନିଗ୍ରହ) — ଇନ୍ଦ୍ରିୟମାନଙ୍କର ସଂଯମକରଣ; ବହିରିନ୍ଦ୍ରିୟ ଓ ଅନ୍ତରିନ୍ଦ୍ରିୟମାନଙ୍କର ଦମନ କରିବା