ଇନ୍ଦ୍ରାନୁଜ Indrānuja

  • ସଂ. ବି. ସ୍ତ୍ରୀ. (୬ଷ୍ଠୀ ତତ୍; ଇନ୍ଦ୍ର+ଅନୁଜ= ଅବରଜ; କନିଷ୍ଠ ଭାଇ) — ବିଷ୍ଣୁ; ବାମନ ଅବତାର