ଇନ୍ଦ୍ରସୁତ Indrasuta

  • ସଂ. ବି. (୬ଷ୍ଠୀ ତତ୍; ଇନ୍ଦ୍ର+ସୁତ) — ଅର୍ଜୁନ — Arjuna; the 3rd Pāṇḍaba
  • ସଂ. ବି. (୬ଷ୍ଠୀ ତତ୍; ଇନ୍ଦ୍ର+ସୁତ) — ବାଳୀ — Bāḻī, the monkey king of Kiskindā
  • ସଂ. ବି. (୬ଷ୍ଠୀ ତତ୍; ଇନ୍ଦ୍ର+ସୁତ) — ଜୟନ୍ତ — Jayanta, son of Indra