ଇନ୍ଦ୍ରଶତ୍ରୁ Indraṡatru

  • ସଂ. ବି. (୬ଷ୍ଠୀ ତତ୍; ଇନ୍ଦ୍ର+ଶତ୍ରୁ) — ବୃତ୍ରାସୁର — The demon Brutra killed by Indra
  • ସଂ. ବି. (୬ଷ୍ଠୀ ତତ୍; ଇନ୍ଦ୍ର+ଶତ୍ରୁ) — ପ୍ରହ୍ଲାଦ — Name of Prahlāda