ଇନ୍ଦ୍ରଯବ Indraj̄aba

  • ସଂ. ବି. (ଇନ୍ଦ୍ର=ଅତ୍ୟୁତ୍କୃଷ୍ଟ+ଯବ=ଯବଧାନ) — ଯବାକୃତି ବୀଜବିଶେଷ; କୂଟଜ; ତିକ୍ତବୀଜ; ପୀତାକୁରୁଆଁ ଫୁଲର ବୀଜ