ଇନ୍ଦ୍ରପୁ୍ଷ୍ପ Indrapushpa

  • ସଂ. ବି. (କର୍ମଧା; ଇନ୍ଦ୍ର=ଶ୍ରେଷ୍ଠ+ପୁଷ୍ପ) — ଲବଙ୍ଗ — Cloves
  • ସଂ. ବି. (କର୍ମଧା; ଇନ୍ଦ୍ର=ଶ୍ରେଷ୍ଠ+ପୁଷ୍ପ) — ଇନ୍ଦ୍ରଯବ — Echites