ଇନ୍ଦ୍ରନାରୀ Indranārī

  • ସଂ. ବି. ସ୍ତ୍ରୀ (୬ଷ୍ଠୀ ତତ୍; ଇନ୍ଦ୍ର+ନାରୀ) — ଇନ୍ଦ୍ରପତ୍ନୀ; ଶଚୀ
  • ଦେ. ବି. — ବୈକୁଣ୍ଠ ବା ବିଷ୍ଣୁପୁରୀବିଶେଷ
  • ଦେ. ବି. — ଇନ୍ଦ୍ରନାରୀ ନାମକ ବୈକୁଣ୍ଠେ ଭେଟିଲେ। —ମାଘପୁରାଣ।