ଇନ୍ଦ୍ରଧନୁ Indradhanu

  • ସଂ. ବି. (୬ଷ୍ଠୀ ତତ୍; ଇନ୍ଦ୍ର+ଧନୁ) — ଇନ୍ଦ୍ରଚାପ; ଶକ୍ରଧନୁ — Rainbow
  • ସଂ. ବି. (୬ଷ୍ଠୀ ତତ୍; ଇନ୍ଦ୍ର+ଧନୁ) — ଇନ୍ଦ୍ରଦେବତାଙ୍କ ବ୍ୟବହୃତ ଧନୁ — The bow of God Indra