ଇନ୍ଦ୍ରଦ୍ରୁମ Indradruma

  • ସଂ. ବି. (ଇନ୍ଦ୍ର=ଶ୍ରେଷ୍ଠ+ଦ୍ରୁମ=ଗଛ) — ଅର୍ଜୁନ ଗଛ — The Arjuna tree
  • ସଂ. ବି. (ଇନ୍ଦ୍ର=ଶ୍ରେଷ୍ଠ+ଦ୍ରୁମ=ଗଛ) — କୂଟଜ ଗୁଳ୍ମ — Echites; Antidysenterica(plant)
  • ସଂ. ବି. (ଇନ୍ଦ୍ର=ଶ୍ରେଷ୍ଠ+ଦ୍ରୁମ=ଗଛ) — (plant)